Download Now Banner

This browser does not support the video element.

ସିମୁଳିଆ: ଚକାପଦା ଗ୍ରାମ ରେ ସାପ କାମୁଡ଼ାରେ ମହିଳା ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି,

Similia, Balasore | Aug 22, 2025
ସାପ କାମୁଡା ରେ ମହିଳା ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି l ଗତକାଲି ବିଳମ୍ବିତ ରାତିରେ ଖଇରା ବ୍ଲକ ଶ୍ୟାମ ସୁନ୍ଦର ପୁର ପଂଚାୟତ ଚକାପଦା ଗ୍ରାମ ରେ ତୁଳସୀ ଜେନା ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡିଥିଲା ଫଳରେ ପରିବାର ଲୋକ ଆଜି ଶୁକ୍ରବାର ଅପରାହ୍ନ 2 ଘଟିକା ସମୟରେ ସିମୁଳିଆ ପରେ କଟକ ମେଡିକାଲ ନେଇଥିଲେ ତୁଳସୀ ଙ୍କର ଅବସ୍ଥା ଗୁରୁତର ଥିବା ନେଇ ଡାକ୍ତର ପକ୍ଷରୁ ସୂଚନା ମିଳିଛି l ରଣା ସାପ କାମୁଡ଼ିଥିବା ନେଇ ସୂଚନା ମିଳିଛି l
Read More News
T & CPrivacy PolicyContact Us