This browser does not support the video element.
ବସ୍ତା: ଦୁନ୍ଦ ଗ୍ରାମରେ ଗଣେଷ ପୂଜା ରେ ମା ସହିତ ପୀଉସା ଘର କୁ ବୂଲିବାକୁ ଆସିଥିବା ବେଳେ ପାଣି ରେ ବୂଡି ଦୁଇ ବର୍ଷ ର ଶିଶୁ କନ୍ଯା ନିଖୋଜ
Basta, Balasore | Aug 27, 2025
ଗଣେଷ ପୂଜା ରେ ମା ସହିତ ପୀଉସା ଘର କୁ ବୂଲିବାକୁ ଆସିଥିବା ବେଳେ ପାଣି ରେ ବୂଡି ଦୁଇ ବର୍ଷ ର ଶିଶୁ କନ୍ଯା ନିଖୋଜ,ଆଜି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଦୁନ୍ଦ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା,ପଳପଳା ନଦୀରେ ବୂଡି ଶିଶୁ କନ୍ଯା ନିଖୋଜ ହୋଇଥିବା ବେଳେ ଘଟଣା ସ୍ଥଳରେ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ଏବଂ ପୋଲିସ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି, ସୁଚନା ଅନୁଯାୟୀ ବସ୍ତା ଥାନା ଦରଡା ଗ୍ରାମର ପପୁ ସୋରେନ ତାଙ୍କ ଦୁଇ ବର୍ଷ ର ଝିଅ ଏବଂ ସ୍ତ୍ରୀ କୁ ନେଇ ପରିବାର ସହିତ ଦୁନ୍ଦ ଗ୍ରାମର ବନ୍ଧୁ ଘରକୁ ଗଣେଷ ପୂଜା ଅବସର ରେ ବୁଲିବା ପାଇଁ ଯାଇଥିଲେ,