Install App
mishrasanuj
This browser does not support the video element.
ବଲାଙ୍ଗୀର: ପାଷ୍ଟିକ ଗୁଡ଼ିରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ ମେଡିକାଲରେ ପ୍ରତିକ୍ରିୟା ରଖିଲେ ମୃତକଙ୍କ ବାପା
Balangir, Balangir | Sep 10, 2025
ପାଷ୍ଟିକ ଗୁଡ଼ିରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ ପାଷ୍ଟିକ ଗୁଡ଼ି ନିକଟରେ ଅଜଣା ଗାଡ଼ିର ଧକ୍କାରେ ଭୂପେନ୍ଦ୍ର ମାଝୀ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ମେଡିକାଲକୁ ନେବା ସମୟରେ ସେ ଜୀବନ ହାରାଇଥିଲେ । ପୋଷ୍ଟମର୍ଟମ୍ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ଘଟଣାକୁ ନେଇ ମୃତକଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!