Download Now Banner

This browser does not support the video element.

ଜଗତସିଂହପୁର: ତୀର୍ତ୍ତୋଲ ତେନ୍ତୁଲିପଦା ଗାଁରେ ଅଧା ବାଟରେ ଅଟକିଲା ଲଷ୍ମୀ ବସ , ୧ କିଲୋମିଟର ବସର କର୍ମଚାରୀ ଓ ଯାତ୍ରୀଙ୍କ ଦ୍ୱାରା ଠେଲା ହେଲା ବସ

Jagatsinghapur, Jagatsinghpur | Aug 12, 2025
ଅଧା ବାଟରେ ଅଟକିଲା ଲଷ୍ମୀ ବସ ,ପ୍ରାୟ ୧ କିଲୋମିଟର ବସର କର୍ମଚାରୀ ଓ ଯାତ୍ରୀଙ୍କ ଦ୍ୱାରା ଠେଲା ହେଲା ବସ। ଏଭଳି ଦୁର୍ଭାଗ୍ୟଜନକ ଘଟଣା ଆଜି ସକାଳ ୧୦ ଟା ସମୟରେ ତୀର୍ତ୍ତୋଲର ତେନ୍ତୁଲିପଦା ଗ୍ରାମରେ ଦେଖିବାକୁ ମିଳିଛି । ତୀର୍ତ୍ତୋଲରୁ ଉକ୍ତ ଲଷ୍ମୀ ବସ କଟରା, ପଟିଲୋ, ଗୋପାଳପୁର ଅଭିମୁଖେ ଯାଉଥିବା ସମୟରେ ହଠାତ ତେଲ ସରିଯିବା ସହ ବ୍ୟାଟେରୀ ଡାଉନ ହୋଇଯିବାରୁ ତେନ୍ତୁଲିପଦା ଗାଁ ମଝିରେ ଅଟକି ଯାଇଥିଲା । ପରେ ବସର କଣ୍ଡକ୍ଟର ,ହେଲପର ଓ ଯାତ୍ରୀମାନେ ବସଟିକୁ ଠେଲି ଠେଲି ପ୍ରାୟ ଗୋଟାଏ କିଲୋମିଟର ନେବା ପରେ ତେଲ ପକାଇଥିଲେ । ଏଥି ଯୋଗୁ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ନାହିଁ ନ
Read More News
T & CPrivacy PolicyContact Us