Download Now Banner

This browser does not support the video element.

ଆନନ୍ଦପୁର: ବଞ୍ଚୋ ବାରାହୀ ହାଇସ୍କୁଲରେ ମଣ୍ଡଳ ସ୍ତରୀୟ ହିନ୍ଦି ଦିବସ ପାଳିତ, ଯୋଗଦେଲେ ବ୍ଲକ ଶିକ୍ଷା ଅଧିକାରୀ

Anandapur, Kendujhar | Sep 18, 2025
ବଞ୍ଚୋ ବାରାହୀ ହାଇସ୍କୁଲ ଠାରେ ମଣ୍ଡଳ ସ୍ତରୀୟ ହିନ୍ଦି ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଆଲମଣି ସେଠୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକଶିକ୍ଷା ଅଧିକାରୀ ରାଜୀବ ଦଳେଇ, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର କଲେଜର ହିନ୍ଦି ପ୍ରଧ୍ୟାପିକା ସବିନା ଆରା ବେଗମ୍, ସମ୍ମାନୀତ ଅତିଥି ଭାବେ ଓଷ୍ଟାର ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ଘଡେଇ, ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ନରହରି ପାଣିଗ୍ରାହୀ, ହାଟଡିହି ମଣ୍ଡଳ ହିନ୍ଦୀ ଶିକ୍ଷକ ସଂଘର ସଭାପତି ପଦ୍ମନାଭ ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ।
Read More News
T & CPrivacy PolicyContact Us