Download Now Banner

This browser does not support the video element.

ଜଗତସିଂହପୁର: କାର୍ଯ୍ୟାଳୟରେ ଯୋଗଦେଲେ ଜିଲ୍ଲାର ନୂତନ ଏସପି

Jagatsinghapur, Jagatsinghpur | Aug 25, 2025
ଜଗତସିଂହପୁର ଜିଲ୍ଲାର ନୂତନ ଏସ୍ପିଙ୍କ ନିଜ କାର୍ଯ୍ୟରେ ଯୋଗଦାନ । ଆଜି ସନ୍ଧ୍ୟା ୬ ଟା ସମୟରେ ନୂତନ ଏସ୍ପି ଅଙ୍କିତ କୁମାର ବର୍ମା ନିଜ କାର୍ଯ୍ୟଳୟରେ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନୂତନ ଏସ୍ପିଙ୍କୁ ସ୍ୱାଗତ ଜଣେଇଥିଲେ । ପୁର୍ବତନ ଏସ୍ପି ଭବାନୀ ଶଙ୍କର ଉଦଗାତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟଭାର ନୂତନ ଏସ୍ପିଙ୍କୁ ହସ୍ତାନ୍ତର କରିଥିଲେ ।
Read More News
T & CPrivacy PolicyContact Us