Download Now Banner

This browser does not support the video element.

ମାଲକାନଗିରି: ବାଲିମେଳାରେ ନବରାତ୍ର ପୂଜା ଉପଲକ୍ଷେ କମିଟି ପକ୍ଷରୁ ମ୍ୟାଜିକ ସୋ କାର୍ଯ୍ୟକ୍ରମ ଆୟୋଜିତ

Malkangiri, Malkangiri | Sep 30, 2025
ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ପୁରୁଣା ବସ ଷ୍ଟାଣ୍ଡ ଛକ ନିକଟରେ ହେଉଥିବା ନବରାତ୍ର ପୂଜା ଉପଲକ୍ଷେ ଆଜି ଏକ ମ୍ୟାଜିକ ସୋ କାର୍ଯ୍ୟକ୍ରମ ରାତ୍ର ୮.୩୦ ସମୟରେ ଆୟୋଜିତ ହୋଇଥିଲା। ଏହି ମ୍ୟାଜିକ ସୋ କାର୍ଯ୍ୟକ୍ରମ ଟି ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରକାରର ମ୍ୟାଜିକ ଯାଦୁଗର ଦେଖାଇଥିବା ବେଳେ ଏହାକୁ ଦେଖିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ଶତାଧିକ ଦର୍ଶକ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us