Download Now Banner

This browser does not support the video element.

ମାଲକାନଗିରି: ଡିଡ଼ାୟୀ ଜନଜାତିର ପ୍ରଥମ ଡାକ୍ତର ହେବାକୁ ଯାଉଥିବା ଚମ୍ପା ରାସପେଦାଙ୍କୁ ଆମ୍ବିଳିବେଡା ଗାଁରେ ସମ୍ବର୍ଦ୍ଧିତ ମାରି ମତରଖିଲେ ଜିଲ୍ଲାପାଳ

Malkangiri, Malkangiri | Sep 3, 2025
ମାଲକାନଗିରି ଜିଲ୍ଲା ଆମ୍ବିଳିବେଡା ଗ୍ରାମକୁ ଯାଇ ଆଦିମ ଡିଡ଼ାୟୀ ଜନଜାତିର ପ୍ରଥମ ଡାକ୍ତର ହେବାକୁ ଯାଉଥିବା ଚମ୍ପା ରାସପେଦାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ । ଚମ୍ପାଙ୍କ ଗାଁରେ ପହଞ୍ଚିବା ଖବର ପାଇ ନିଜେ କୋରକୁଣ୍ଡା ବ୍ଳକ୍ ନାକାମାମୁଡ଼ି ଗ୍ରାମ ପଞ୍ଚାୟତ ଅମ୍ବଳିିବେଡା ଗ୍ରାମ ସ୍ଥିତ ବାସଭବନ କୁ ଯାଇ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଛନ୍ତି। ଚମ୍ପା ଆଦିମ ଡିଡ଼ାୟୀ ଜନଜାତି ସମାଜର ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି, ଯାହାକି ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ।
Read More News
T & CPrivacy PolicyContact Us