Download Now Banner

This browser does not support the video element.

ଭଞ୍ଜନଗର: ଭଞ୍ଜନଗର ଠାରେ ସିଆରସିସି ମାନଙ୍କ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ

Bhanjanagar, Ganjam | Jun 1, 2025
ଭଂଜନଗର ଠାରେ ସିଆର ସିସି ମାନଙ୍କ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ । ଆଜି ରବିବାର ଦିନ ଜଗନ୍ନାଥ ପ୍ରସାଦ ବ୍ଲକ୍ ଏଵଂ ଭଞ୍ଜନଗର ବ୍ଲକ ର ସି.ଆର.ସି.ସି. ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଡିଆ, ଭଞ୍ଜନଗର ଠାରେ ଆୟୋଜିତ ହୋଇଛି । ଜଗନ୍ନାଥ ପ୍ରସାଦ ବ୍ଲକ ତରଫରୁ କ୍ୟାପଟେନ ଶୁଭେନ୍ଦୁ କୁମାର ଗୌଡ଼ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ। ନିର୍ଦ୍ଧାରିତ ୧୨ ଓଭର୍ ରେ ମୋଟ ୯୬ ରନ୍ ସଂଗ୍ରହ କରିଥିଲେ ଜଗନ୍ନାଥ ପ୍ରସାଦ ଟିମ୍। ୨ୟ ରେ ବ୍ୟାଟିଂ କରିବାକୁ ଆସିଥିବା ଭଞ୍ଜନଗର ବ୍ଲକ ଟିମ୍ ଭଲ ଆରମ୍ଭ କରିଥିଲେ ମଧ୍ୟ
Read More News
T & CPrivacy PolicyContact Us