Download Now Banner

This browser does not support the video element.

ନୟାଗଡ: ନୟାଗଡ ରିଜର୍ଭ ଅଫିସ ଠାରେ ପୋଲିସ କର୍ମଚାରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରଦାନ

Nayagarh, Nayagarh | Aug 25, 2025
ନୟାଗଡ ରିଜର୍ଭ ଅଫିସ ଠାରେ ପୋଲିସ କର୍ମଚାରୀ ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରଦାନ କରାଯାଇଛି। ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ପୂର୍ବାହ୍ନରେ ଶୁଭାରମ୍ଭ ହୋଇଛି ଉକ୍ତ ତାଲିମ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ୧୫ ଦିନ ଧରି ଚାଲିବାକୁ ଥିବା ସୂଚନା ମିଳିଛି। ପୋଲିସ କର୍ମଚାରୀଙ୍କ ସମେତ ହୋମଗାର୍ଡ, ଗ୍ରାମରକ୍ଷୀ ମାନେ ଯୋଗ ଦେଇ ତାଲିମ୍ ନେଉଛନ୍ତି ।
Read More News
T & CPrivacy PolicyContact Us