This browser does not support the video element.
କଟକ ପୌରାଞ୍ଚଳ: କମିଶନରେଟ ପୋଲିସ କାର୍ଯ୍ଯାଳୟ ଠାରେ ସାଇକେଲ ଚଳାଇବା ସହ ସଚେତନତା ବାର୍ତ୍ତା ବାଣ୍ଟିଲେ ବରିଷ୍ଠ ଆଇ ପି ଏସ ଅଧିକାରୀ ଅମିତାଭ ଠାକୁର
Cuttack M Corp PS, Cuttack | Aug 24, 2025
କଟକ ପୋଲିସ ପକ୍ଷରୁ ସାଇକେଲ୍ ରେ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଫିଟ୍ ଇଣ୍ଡିଆ ଅଭିଯାନର ଏକ ଅଂଶ ସ୍ବରୂପ ସାଇକେଲ୍ ରେ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖେଲୋ ଇଣ୍ଡିଆ ମାଧ୍ୟମରେ ସମସ୍ତ ରାଜ୍ଯ ପୋଲିସକୁ ପ୍ରତି ରବିବାର ସାଇକେଲ୍ ରେ ରବିବାର କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବରିଷ୍ଠ ଆଇପି ଏସ୍ ଅମିତାଭ ଠାକୁର ସାଇକେଲ୍ ଚାଳନା କରିବା ସହ ସଚେତନତା କରିଥିଲେ।