Download Now Banner

This browser does not support the video element.

ଢେଙ୍କାନାଳ ସଦର: ଅବହେଳିତ ଅବସ୍ଥାରେ ଜରିପାଳ ଉପରସାହି ବାସିନ୍ଦା, ଜିଲ୍ଲା ପ୍ରଶାସନର ଦୃଷ୍ଟି ପାଇଁ ଦାବି #jansamasya

Dhenkanal Sadar, Dhenkanal | Aug 28, 2025
ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ବାଜି ନାହିଁ । ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କୋତ୍ତମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜରିପାଳ ଉପରସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୪୦ରୁ ଉର୍ଦ୍ଦ ପରିବାର ସରକାରୀ ଜାଗାରେ ବସବାସ କରିଆସୁଛନ୍ତି । ଭୂମିହୀନ ହୋଇଥିବାରୁ ସେହି ଜାଗାରେ କିଏ ଚାଳଛପର ତ କିଏ ଅଜେବେଷ୍ଟ ଘର ଖଣ୍ଡେ କରି ମୁଣ୍ଡ ଗୁଞ୍ଜି ରହି ଆସୁଛନ୍ତି। ନିଜ ନାମରେ ପଟାଟିଏ ନଥିବାରୁ ପିଲାମାନେ ପାଠ ପଢି ମଧ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉଛନ୍ତି ।
Read More News
T & CPrivacy PolicyContact Us