Download Now Banner

This browser does not support the video element.

ଓରିଏଣ୍ଟ: ସାଙ୍ଗ ମାନଙ୍କ ସହ ସହ ବନ୍ୟା ପାଣି ଦେଖିବାକୁ ଯିବା ହେଲା କାଳ,ଇବ ନଦୀର ଓପିଏମ ଘାଟରେ ପ୍ରଖର ସ୍ରୋତ ରେ ଭାସିଗଲେ ଜଣେ ରେଳବାଇ କର୍ମଚାରୀ

Orient, Jharsuguda | Aug 25, 2025
ସାଙ୍ଗ ମାନଙ୍କ ସହ ସହ ବନ୍ୟା ପାଣି ଦେଖିବାକୁ ଯିବା ହେଲା କାଳ,ଇବ ନଦୀର ଓପିଏମ ଘାଟରେ ପ୍ରଖର ସ୍ରୋତ ରେ ଭାସିଗଲେ ଜଣେ ରେଳବାଇ କର୍ମଚାରୀ l ସୂଚନା ଅନୁଯାୟୀ ଭାସିଯାଇଥିବା ରେଳବାଇ କର୍ମଚାରୀ ଜଣକ ବିହାର ରାଜ୍ୟ ର ମୋଙ୍ଗେର ଜିଲ୍ଲା ର ମନିଷ କୁମାର ବୋଲି ଜଣାପଡିଛି l ସେ ବ୍ରଜରାଜନଗର ରେ ରେଳ ବାଇ ରେ ଜଣେ ଗାର୍ଡ ଭାବରେ କାର୍ଯ୍ୟରତ ଥିବାବେଳେ ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ନିଜ ୨ ଜଣ ସାଙ୍ଗ ସହ ଇବ ନଦୀ କୂଳକୁ ବନ୍ୟା ଜଳ ଦେଖିବା ପାଇଁ ଯାଇଥିଲେ, ଏହି ସମୟରେ ଅସବଧାନତା କାରଣରୁ ନଦୀ ରେ ମନିଷ ଏବଂ ତାଙ୍କ ଆଉ ଜଣେ ସାଙ୍ଗ ଖସି ଯାଇଥିଲେ ।
Read More News
T & CPrivacy PolicyContact Us