Download Now Banner

This browser does not support the video element.

ଅତାବିରା: ଅତାବିରା ଠାରେ ବୀର ଜନାର୍ଦ୍ଦନ ସିଂହ ମାର୍ଗ ଶୁଭ ଉଦଘାଟନ

Attabira, Bargarh (Baragarh) | Sep 12, 2025
ଆଜି ଶୁକ୍ରବାର ମଧ୍ଧାହ୍ନ ଗୋଟିଏ ସମୟରେ ବରଗଡ ଜିଲା ଅତାବିରା ଜାତୀୟ ରାଜପଥ କଡ ବିଏସଏନଏଲ ଛକ ଠାରେ ବୀର ଜନାର୍ଦ୍ଦନ ସିଂହ ମାର୍ଗ ଶୁଭ ଉଦଘାଟନ କରାଯାଇଛି |ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବୀର ଜନାର୍ଦ୍ଦନ ମାର୍ଗର ଶୁଭ ଉଦଘାଟନ କରିଥିଲେ | ଉଦଘାଟନି ସମୟରେ ବିଡିଓ ରିପୁନାଥ ସୁନା,ଅତିରିକ୍ତ କାର୍ଯ୍ୟ ନିର୍ବାହି ଅଧିକାରୀ ମନୀସିବା ମହାପାତ୍ର ,ବିଜେପି କାର୍ଯ୍ୟକାରିଣୀ ସଦସୀ ମିଳନ ସେଟ, ଅତାବିରା ନଗର ସଭାପତି ସତୀଶ ଚୌଧୁରୀ,ପୂର୍ବତନ ନଗର ସଭାପତି ସୁରେନ୍ଦ୍ର ସ୍ବାଇଁ,କୁଲୁଣ୍ଡା ମଣ୍ଡଲ ସଭାପତି ନୀରୋଜ ବାରିକ ପ୍ରମୁଖ ଯୋଗଦେଇଥିଲେ |
Read More News
T & CPrivacy PolicyContact Us