This browser does not support the video element.
ସିମୁଳିଆ: ଖଇରା ବ୍ଲକ ପରିସର ରେ ଥିବା ଶିକ୍ଷକ ଭଵନ ରେ ଗବେଷଣା ପାଇଁ ମନୋନୀତ ହୋଇଥିବା ଛାତ୍ରୀ ଙ୍କ ସାମ୍ବାଦିକ ସମ୍ମିଲନି,
Similia, Balasore | Aug 23, 2025
ଗବେଷଣା ପାଇଁ ମନୋନୀତ ଖଇରା ଛାତ୍ରୀ କୃତିଦୀପା ଖଇରା ବ୍ଲକ ଗୋବିନ୍ଦପୁର ଗ୍ରାମ ର ଛାତ୍ରୀ କୃତିଦୀପା ରାଉତ ଦ୍ଵାରା ଆଇଆଇଟି ହାଇଦ୍ରାବାଦରେ ଜୀବ ବିଜ୍ଞାନ ବିଷୟରେ ଗବେଷଣା ପାଇଁ କେନ୍ଦ୍ର ସରକାରଙ୍କ ମନୋନୀତ ହୋଇଛନ୍ତି ତାଙ୍କର ଏହି ଗବେଷଣା ତୁଳସୀ ଗନ୍ଧ ଉପରେ ପର୍ଯ୍ୟବେଶିତ । ପିଲାବେଳୁ ଜଣେ ବୈଜ୍ଞାନିକ ହେବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ଥିଲା ଏବଂ ପରିବାରର ସଂସ୍କାର, ମା ବାପା ଆଶିର୍ବାଦ ପାଇଁ ତାଙ୍କୁ ଏହି ସଫଳତା ଆଣିଦେଇଛି ।ଭବିଷ୍ୟତ ଗଢିବାରେ ତାଙ୍କୁ ଅନେକ ସହଯୋଗ କରୁଛି ବୋଲି ଆଜି ଖଇରା ବ୍ଲକ ଶିକ୍ଷକ ଭଵନ ରେ ସାମ୍ବାଦିକ ସମ୍ମିଲନି ରେ ସୂଚନା ଦେଇଥିଲେ l