Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ନବରଙ୍ଗପୁର ସ୍ଥିତି ବିଧାୟକଙ୍କ ବାସଭବନରେ ଆଶଙ୍ଗା ଗ୍ରାମର ଅନେକ କର୍ମୀ ବିଜେପି ରେ ସାମିଲ

Nabarangapur PS, Nabarangpur | Sep 1, 2025
ସଶକ୍ତ ହେଉଛି ନବରଙ୍ଗପୁର ବିଜେପି l ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ମୋହନ ମାଝିଙ୍କ ବିକାଶ ମୂଳକ ରାଜନୀତି ରେ ଅନୁପ୍ରାଣିତ ହୋଇ ବର୍ତମାନ ନବରଙ୍ଗପୁର ଜିଲ୍ଲାରେ ବିଜେପି ସଶକ୍ତ ହେବାରେ ଲାଗିଛି lକୋଷାଗୁମୁଡା ବ୍ଲକ କକଡିସେମଳା ପଞ୍ଚାୟତର ଆଶଙ୍ଗା ଗ୍ରାମର ଶ୍ରୀମତୀ ଗୌରୀ ମାଳି, ହେମାନନ୍ଦ ମାଳି, ଓମକାର ମାଳି, ରୋଶନ ମାଳି, ଗଣେଶ ମାଳିଙ୍କ ସହିତ ଶତାଧିକ  ଗ୍ରାମବାସୀ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି l
Read More News
T & CPrivacy PolicyContact Us