Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଚକ୍ରତୀର୍ଥ ରୋଡ଼ ନୂଆ ସାହିରେ ଦେଶୀ ମଦ ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ଦୁଇ ଜଣ ମହିଳା ଗିରଫ ସହିତ କୋର୍ଟ ଚାଲାଣ l
Puri M, Puri | Aug 26, 2025
ଚକ୍ରତୀର୍ଥ ରୋଡ଼ ନୂଆ ସାହିରେ ଦେଶୀ ମଦ ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ଦୁଇ ଜଣ ମହିଳା ଗିରଫ ସହିତ କୋର୍ଟ ଚାଲାଣ l ଅବକାରୀ ବିଭାଗ ଦୁଇ ଜଣ ମହିଳା ଙ୍କ ଠାରୁ 78ଲିଟର ଦେଶୀ ମଦ ଜବତ କରିଛି l ଆଜି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!