Download Now Banner

This browser does not support the video element.

ଜୟପୁର: ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ପରିସରରୁ ସ୍ୱଛ ଉତ୍ସବ ଅବସରରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

Jeypore, Koraput | Sep 25, 2025
ସ୍ୱଛ ଉତ୍ସବ ଅବସରରେ ସାଇକେଲ ଶୋଭାଯାତ୍ରା ସକାଳ ୭ଟାରେ ଆରମ୍ଭ ହୋଇ ୯ ଟାରେ ଶେଷ ହୋଇଛି । ଜୟପୁର ପୌର ପାଳିକା ତରଫରୁ ଆୟୋଜିତ ସାଇକେଲ ଶୋଭାଯାତ୍ରା ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ପଡିଆରୁ ଆରମ୍ଭ ହୋଇଥିଲା । ଶୋଭାଯାତ୍ରା ବିଶ୍ୱ ବିଦ୍ୟାଳୟ ପଡିଆରୁ ବାହାରି ଗାନ୍ଧୀ ଛକ, ପାଓାର ହାଉସ ଛକ, ରାଜା ନଗର ମୁଖ୍ୟ ରାସ୍ତା ରେ ପୁଣି ବିଶ୍ୱ ବିଦ୍ୟାଳୟକେ ପହଞ୍ଚି ଥିଲା । ଏଠାରେ ପ୍ରଥମ ଦ୍ୱିତିୟ ଓ ତୃତିୟ ସ୍ଥାନ ଅଧିକାରି କରିଥିବା ପ୍ରତିଯୋଗିଙ୍କୁ ପୁରସ୍କୁତ କରାଯାଇଥିଲା ।
Read More News
T & CPrivacy PolicyContact Us