Install App
santoshbaral67
This browser does not support the video element.
ପିପିଲି: ଡେଲାଙ୍ଗ ବ୍ଲକ୍ ଘୋରଡ଼ିଆ ମଣ୍ଡଳ ବିଜେପିର ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଘୋରଡିଆ ପଞ୍ଚାୟତ ମଣ୍ଡପ ଠାରେ ଅନୁଷ୍ଟିତ, ଯୋଗଦେଲେ
Pipili, Puri | Oct 5, 2025
ଆଜି ଅପରାହ୍ନ ତିନିଟା ରେ ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ବ୍ଲକ ଘୋରଡ଼ିଆ ମଣ୍ଡଳ ବିଜେପିର ମଣ୍ଡଳ ସ୍ତରିୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା କାର୍ଯ୍ୟକର୍ତ୍ତା ମାନଙ୍କ ବୈଠକ ଘୋରଡ଼ିଆ ମଣ୍ଡପ ପରିସରରେ ଅନୁଷ୍ଟିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ସ୍ୱଦେଶୀ ଜିନିଷ ବ୍ୟବହାରକୁ ନେଇ ଦେଶ ତଥା ସାରା ରାଜ୍ୟରେ ଚାଲିଥିବା ସଚେତନତା ସମ୍ପର୍କ ଅଭିଯାନ ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ଉପସ୍ଥିତ ଥିବା କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!