Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ୧୬ ନମ୍ବର ଜାତୀୟ ରାଜପଥ ଜାରକାପଦା ଠାରେ ମାର୍ବଲ ମିସ୍ତ୍ରୀ ଙ୍କୁ ହତ୍ୟା

Baleshwar M, Balasore | Sep 8, 2025
ଗତକାଲି ବିଳମ୍ବିତ ରାତି ରେ ଶିଳ୍ପାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାରକାପଦା ଠାରେ ମାର୍ବଲ ମିସ୍ତ୍ରୀ ଙ୍କୁ ୫/୬ ଜଣ ସଂଘବଦ୍ଧ ଆକ୍ରମଣ କରି ଫେରାର ହୋଇଯାଇଥିଲେ।ତାଙ୍କୁ ଉଦ୍ଧାର କରାଯାଇ ରେମୁଣା ଏଫ ଏମ ମେଡିକାଲ କଲେଜକୁ ନିଆଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ମାର୍ବଲ ମିସ୍ତ୍ରୀ ହେଲେ ଶିଳ୍ପାଞ୍ଚଳ ଥାନା ନାଇକା ଗ୍ରାମର ବାପୁନ୍ ଖିଲାର। ଏ ସଂପର୍କରେ ପରିବାର ଲୋକେ ଶିଳ୍ପାଞ୍ଚଳ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି।ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ଆଜି ପୂର୍ବାହ୍ନ ୧୧ ଟାରେ ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି।
Read More News
T & CPrivacy PolicyContact Us