This browser does not support the video element.
ଢେଙ୍କାନାଳ ସଦର: ଜବାହରଚୌକ ଠାରେ କୁକୁଡ଼ା ଗାଡିରେ ନିଆଁ
Dhenkanal Sadar, Dhenkanal | Aug 23, 2025
ଢେଙ୍କାନାଳ ସହରସ୍ଥ ଜବାହରଚୌକ ଠାରେ ଶନିବାର ସନ୍ଧ୍ୟା ୭ଟାବେଳେ ଏକ କୁକୁଡ଼ା ଗାଡିରେ ନିଆଁ ଲାଗି ଯାଇଥିଲା।ଗାଡିରେ କୁକୁଡ଼ା ଲୋଡହୋଇ ଯାଉଥିବାବେଳେ ନିଆଁ ଲାଗିଯିବାରୁ ଚାଳକ ଜଣଙ୍କ ଛାନିଆ ହୋଇ ପଡି ମାଡିରୁ ଓହ୍ଲାଇ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ I ଗାଡିଟିର ଇଞ୍ଜିନୀରୁ ନିଆଁ ବାହାର ଅଗ୍ନିକାଣ୍ଡ ଘଟିଥିଲା। ଗାଡିଟି ଏକ ବଡ ଧରଣର ବିପଦରୁ ରକ୍ଷା ପାଇଥିବାବେଳେ ବେଶି କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।