Download Now Banner

This browser does not support the video element.

ଢେଙ୍କାନାଳ ସଦର: ଚିନ୍ତାପୋଖରୀ ଛକ ନିକଟରେ ଟ୍ରାକ୍ଟର ସହିତ ଟ୍ରକ ଧକ୍କା

Dhenkanal Sadar, Dhenkanal | Aug 22, 2025
ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ବର୍ଷାପାଣି ଯୋଗୁଁ ବିଭିନ୍ନ ସ୍ଥାନରେ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଯାହାଦ୍ୱାରା ଦୁର୍ଘଟଣାମାନ ଘଟି ଧନ ଜୀବନ କ୍ଷତି ହେଉଛି । ଏଥିପାଇଁ ମୋଟଗାଁ ଥାନା ଚିନ୍ତା ପୋଖରୀ ଛକ ନିକଟରେ ଏକ ଟ୍ରାକ୍ଟର ସହିତ ୧୦ ଚକିଆ ଟ୍ରକର ଦୁର୍ଘଟଣା ଘଟିଥିଲା ।
Read More News
T & CPrivacy PolicyContact Us