Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଜାଗ ମୟୂରଭଞ୍ଜ ଜାଗ ସାମାଜିକ ସଂଗଠନ ଦ୍ଵାରା ଲାୟନ୍ସ କ୍ଲବ ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Baripada M, Mayurbhanj | Sep 5, 2025
ଆଜି ଅର୍ଥାତ ଶୁକ୍ରବାର ଦିନ ପବିତ୍ର ଗୁରୁ ଦିବସ ଅଥବା ଦେଶର ପ୍ରଥମ ରାଷ୍ଟ୍ରପତି ଡଃ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୭ତମ ଜନ୍ମ ଜୟନ୍ତି ପାଳନ ଅବସରରେ ଜାଗ ମୟୂରଭଞ୍ଜ ଜାଗ ସାମାଜିକ ସଂଗଠନ ଦ୍ଵାରା ଦିନ ପ୍ରାୟ ୧୨ଟାରେ ବାରିପଦାର ଲାୟନ୍ସ କ୍ଲବ ଠାରେ ମୟୂରଭଞ୍ଜ ଜିଲ୍ଲାର ଅବସର ପ୍ରାପ୍ତ କୃତି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us