Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: କଂଗ୍ରେସ କାର୍ଯ୍ଯାଳୟରେ ଧାମରାକୁ ଏନଏସି ଘୋଷଣା ନ କରିବା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ଦଳୀୟ ନେତା

Bhadrak Rural, Bhadrak | Aug 26, 2025
ଭଦ୍ରକ ଜିଲ୍ଲା ଧାମରାରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି। ପୂର୍ବତନ ସରକାର ଙ୍କ ସମୟରେ ଚାନ୍ଦବାଲି ବ୍ଲକ ର ଶିଳ୍ପ ନଗରୀ ଭାବେ ପରିଚିତ ଧାମରାକୁ ଏନ ଏସି ଭାବେ ଘୋଷଣା କରାଯାଇଥିଲା।ମାତ୍ର ସରକାର ବଦଳିବା ପରେ ବଦଳିଗଲା ସରକାର ଙ୍କ ମତ।ଏହାର ପ୍ରତିବାଦ ରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା। ଆଜି ଦିନ ୧୨ ଘଟିକା ସମୟରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us