Install App
sushantpattnayak1983
This browser does not support the video element.
ଛତ୍ରପୁର: ବ୍ରହ୍ମପୁର ହିଲପାଟଣା ବିନାୟକ ପୀଠରେ ମହା ଆଡମ୍ବରରେ ଗଜାନନଙ୍କ ପୂଜା, ଯୋଗଦେଲେ ବିଜେଡି ଜିଲ୍ଲା ସଭାପତି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ
Chhatrapur, Ganjam | Aug 27, 2025
ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ମହା ସମାରୋହରେ ପାଳନ ହେଉଛି ଗଣେଷ ପୂଜା। ହିଲିପାଟଣା ବିନାୟକ ପୀଠରେ ମହା ଆଡମ୍ବରରେ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ବୁଧବାର ସଂଧ୍ୟାରେ ଏଠାରେ ମହା ଆଳତୀ ସମୟରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ବିଜୁ ଜନତା ଦଳର ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡା।
Share
Read More News
T & C
Privacy Policy
Contact Us
Your browser does not support JavaScript!