Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଚାନ୍ଦିପୁର ସ୍ଥିତ ହୋଟେଲ ଗ୍ଲୋରୀ ଉପରେ ପୋଲିସ ଓ ସାଇନଟିଫିକ ଟିମ ଚଢାଉ

Baleshwar M, Balasore | Aug 28, 2025
ପ୍ରଥମେ ଇନଷ୍ଟାଗ୍ରାମରୁ ପ୍ରେମ, ପରେ ଭଲପାଇବା ଓ ବିବାହ ପ୍ରତିଶ୍ରୁତି ଦେଇ ଝିଅର ଅନିଛ୍ଛା ସ୍ବତ୍ତେ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ବସ୍ତା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଚାନ୍ଦିପୁରର ହୋଟେଲ ଗ୍ଲୋରୀରେ ଶାରିରୀକ ସମ୍ପର୍କ ରଖିଥିଲେ ମୟୁରଭଞ୍ଜ ବୈଶିଙ୍ଗା ଥାନା ତାଳପଦା ଗାଁର ମଲ୍ଲିକ ପ୍ରେମ। ମାତ୍ର ବିବାହ କରିବାକୁ ମନା କରିବାରୁ ଯୁବତୀ ବସ୍ତା ଥାନାର ଦ୍ଵାରସ୍ଥ ହୋଇଥିଲେ। ଏନେଇ ଗୁରୁବାର ସଂଧ୍ୟା ୬ଟାରେ ହୋଟେଲ ଗ୍ଲୋରି ଉପରେ ଚଢାଉ କରାଯାଇଛି।
Read More News
T & CPrivacy PolicyContact Us