Download Now Banner

This browser does not support the video element.

ଧର୍ମଗଡ: ଧର୍ମଗଡ ରିଲାଏନ୍ସ ସ୍ମାର୍ଟ ନିକଟରେ ଅଜଣା ବାଇକ ଧକ୍କା ରେ ଶିକ୍ଷକ ମୃତ

Dharamgarh, Kalahandi | Sep 9, 2025
ଧର୍ମଗଡ ଥାନା ରିଲାଏନ୍ସ ସ୍ମାର୍ଟ ନିକଟରେ ଅଜଣା ବାଇକ ଧକ୍କା ରେ ଜଣେ ଶିକ୍ଷକ ଙ୍କ ମୃତ୍ୟୁ ହୋଇଛି। ମୃତ ଶିକ୍ଷକ ଜଣକ ହେଲେ ପୁରୀ ଜିଲ୍ଲା ମୁକୁନ୍ଦଦାସପୁର ଗାଁ ର ଲତିକ ଅହମ୍ମଦ। ସୋମବାର ରାତ୍ର ସମୟରେ ଲତିକ ଚାଲି ଚାଲି ଧର୍ମଗଡ ସ୍ଥିତ ନିଜ ଘର କୁ ଯାଉଥିବା ବେଳେ ପଛପଟୁ ଏକ ଅଜଣା ଗାଡି ଆସି ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Read More News
T & CPrivacy PolicyContact Us