This browser does not support the video element.
ତେଲକୋଇ: ହାତୀ ଭାଙ୍ଗିଲା ଦୁକାନ ଘର ଦୁଲ୍ଲଭ ପୂର ଗାଁରେ ପ୍ରତୀକ୍ରିୟା ରଖିଲେ ଲୋକେ
Telkoi, Kendujhar | Sep 1, 2025
ହାତୀ ଭାଙ୍ଗିଲା ଦୁକାନ କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଦୁଲ୍ଲଭ ପୁର ଗାଁ ରେ ହାତୀ ଭାଙ୍ଗିଲା ଦୁକାନ ଘର । ଗତ ବିଳମ୍ବିତ ରାତ୍ରୀରେ ଦୁଲ୍ଲଭ ପୁର ଗାଁରେ ଖାଦ୍ୟ ଅନେଷଣ ରେ ଆସି ଏକ ମାଇ ହାତୀ ଅର୍ଜୁନା ବିଶ୍ୱାଳ କଂ ଦୁକାନକୁ ଭାଙ୍ଗି ଡ଼ାଲି, ଚାଉଳ ଧାନ ରାସନ ସାମଗ୍ରୀ ଖାଇ ଦଳି ନଷ୍ଟ କରିଦେଇଛି, ଗାଁ ଲୋକେ ଦିର୍ଘ ଘଣ୍ଟାଏରୁ ଅଧିକ ସମୟ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀଟି ସମ୍ପୁର୍ଣ୍ଣ ଦୁକାନ ରାସନ କୁ ଖାଇବା ପରେ ପାଖ ଜଙ୍ଗଲକୁ ଚାଲିଯାଇଥିଲା ।ଆଜି ଅପରାହ୍ନ ୫.୪୦ ମି. ସମୟର ସୂଚନା ।