Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା କତାମେଟା କେନ୍ଦୁପତ୍ର ବନାଞ୍ଚଳ ତରଫରୁ ଦୁସାନାଡ଼ ଗ୍ରାମରେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର

Malkangiri, Malkangiri | Sep 6, 2025
ମାଲକାନଗିରି ଜିଲ୍ଲା କତାମେଟା କେନ୍ଦୁପତ୍ର ବନାଞ୍ଚଳ ତରଫରୁ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏ.ଉମା ମହେଶଙ୍କ ତତ୍ୱାବଧାନ ରେ କତାପାଲୀ ଗ୍ରାମପଞ୍ଚାୟତ ଦୁସାନାଡ଼ ଗ୍ରାମରେ କେନ୍ଦୁପତ୍ର ତୋଳାଳୀଙ୍କ ନିମନ୍ତେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କୋରାଯାଇଥିଲା। ଉକ୍ତ ଶିବିରରେ ଅନେକ କେନ୍ଦୁପତ୍ର ତୋଳାଳୀ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଆବଶ୍ୟକତା ଅନୁସାରେ ଔଷଧ ମଧ୍ୟ ନେଇଥିଲେ ଏହି କାର୍ଯ୍ୟକ୍ରମରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏବଂ କର୍ମଚାରୀ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଥିଲେ।
Read More News
T & CPrivacy PolicyContact Us