This browser does not support the video element.
ଜଗତସିଂହପୁର: ମଙ୍ଗଳପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ବିଷାକ୍ତ ନାଗସାପ ଉଦ୍ଧାର
Jagatsinghapur, Jagatsinghpur | Sep 4, 2025
ମଙ୍ଗଳପୁର ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ବିଷାକ୍ତ ଚାରିଫୁଟିଆ ନାଗସାପ ଉଦ୍ଧାର । ଆଜି ସକାଳ ୭ ଟା ସମୟରେ ଜଗତସିଂହପୁର ଉପକଣ୍ଠ ମଙ୍ଗଳପୁର ଗ୍ରାମର RTO କାର୍ଯ୍ୟଳୟରେ କାମ କରୁଥିବା ପ୍ରଦିପ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘର ଭିତରେ ଏକ ବିଷାକ୍ତ ନାଗସାପ ଦେଖିବାକୁ ମିଳିଥିଲା । ପରେ ସାପଧରାଳି ବନବିହାରି ଦାସଙ୍କୁ ଖବର ଦେଲାପରେ ବନବିହାରି ସେଠାରେ ପହଞ୍ଚି ବିଷାକ୍ତ ନାଗସାପକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି