Download Now Banner

This browser does not support the video element.

ଜୁଜୁମୁରା: ମାରୱାଡ଼ି ବନ୍ଧ ରେ ସଡ଼କ ଦୁର୍ଘଟଣା , ଜଣେ ଗୁରୁତର

Jujomura, Sambalpur | Aug 30, 2025
ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଝାଙ୍କରପାଲି ନିକଟ ମାରୱାଡ଼ି ବନ୍ଧ ଠାରେ ଶନିବାର ଅପରାହ୍ନରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ମୁଣ୍ଢେର ଗ୍ରାମର ବିନୟ ଦେହୁରୀ । ବିନୟ ଦେହୁରୀ ତାଙ୍କ ଅନ୍ୟ ଦୁଇ ସାଙ୍ଗ ମାନଙ୍କ ସହିତ ଜାତୀୟ ରାଜପଥରେ ଚାଲିଚାଲି ଯାଉଥିବା ବେଳେ ତାଙ୍କ ପଛପଟରୁ ଏକ ଟ୍ରକ ମଧ୍ୟ ଯାଉଥିଲା ।‌ହେଲେ ବିନୟ ଦେହୁରୀ କୈାଣସି କାରଣରୁ ଭାରସାମ୍ୟ ହରାଇ ଟ୍ରକରେ ଧକ୍କା ହୋଇଥିଲେ । ଫଳରେ ବିନୟ ଦେହୁରୀ ଙ୍କ ଗୋଡ଼ ଉପରେ ଟ୍ରକର ପଛ ଚକ ମାଡ଼ି ଯାଇଥିଲା । ସେ ଗୁରୁତର ହୋଇଥିଲେ ।
Read More News
T & CPrivacy PolicyContact Us