Install App
pintumedia
This browser does not support the video element.
ଖଲ୍ଲିକୋଟ୍: କହ୍ନେଇପୁର ଛକ ନିକଟରେ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ କିନ୍ନର; ଭିଡ଼ିଓ ଭାଇରାଲ, ଦଲିବାଟି ଠାରେ ପ୍ରତିକ୍ରିୟା ରଖିଲେ ରାଜଶ୍ରୀ କିନ୍ନର
Khalikote, Ganjam | Aug 24, 2025
କହ୍ନେଇପୁର ଛକ ନିକଟରେ ଜଣେ ଯୁବକଙ୍କୁ କିନ୍ନର ମାନେ ନିର୍ଦ୍ଧୁମ ମାଡ଼ ମାରିଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ଘଟଣା କୁ ନେଇ ଆଜି ଅପରାହ୍ନ ସାଢ଼େ ୩ ଟା ସମୟରେ ଦଲିବାଟି ଠାରେ ପ୍ରତିକ୍ରିୟା ରଖିଛନ୍ତି ମା ବାହୁତୀ କିନ୍ନର ସଂଘର ସଭାନେତ୍ରୀ ରାଜଶ୍ରୀ କିନ୍ନର । ଏହା ସହ ଆଇନକୁ ହାତକୁ ନେଇ ଯୁବକ ଙ୍କୁ ମାଡ଼ ମାରିଥିବା ସେ ନିଜେ ସ୍ବୀକାର କରିଛନ୍ତି । ତେବେ ଭାଇରାଲ ହେଉଥିବା ଘଟଣା ଆପୋଷ ସମାଧାନ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!