Download Now Banner

This browser does not support the video element.

ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଲକ ସଦର ସ୍ଥିତ ଶିବ ମନ୍ଦିର ରାସ୍ତା କଡ଼ ଗୌଡ଼ଗୁଡ଼ିଆ ଘର ପାଖ ଏକ ହମସ୍ ପାଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା

Lakshmipur, Koraput | Sep 30, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ସ୍ଥିତ ଶିବ ମନ୍ଦିର ରାସ୍ତା କଡ଼ ଗୌଡ଼ ଗୁଡ଼ିଆ ଘର ପାଖ ଏକ ହମସ୍ ପାଖରେ ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଜଣେ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଗୁରୁତର ଜଣକ ହେଲେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚି଼କାମ୍ବ ପଞ୍ଚାୟତ ଅଧିନରେ ଥିବା ଆଦିବାସୀ ସାହିର ଲଛମନ ପରଜା ଙ୍କ ପୁଅ ସିମାଞ୍ଚଳ (୩୭। ଘଟଣା ସମ୍ପର୍କ ରେ ସୂଚନା ପାଇ ସ୍ଥାନୀୟ ଦଶମନ୍ତପୁର ଥାନା ଅଧିକାରୀ ସୁକୁମା ହାସଦା ଘଟଣା ସ୍ଥଳରେ ପହଞ୍ଚି , ଦୁଇ ବାଇକ୍ ଜବତ କରି ତଦନ୍ତ କରୁଥିବା ଜଣାପଡିଛି।
Read More News
T & CPrivacy PolicyContact Us