Download Now Banner

This browser does not support the video element.

ସିମୁଳିଆ: ଡୁଙ୍ଗୁରା ଦୁର୍ଗାମଣ୍ଡପ ଠାରେ ନୂତନ ବ୍ଲକ ଦାବି ନେଇ ସାମ୍ବାଦିକ ସମ୍ମିଲନି ଅନୁଷ୍ଠିତ,

Similia, Balasore | Sep 5, 2025
ଡୁଙ୍ଗୁରା ପଂଚାୟତ ନୂତନ ବ୍ଲକ ଗଠନ ଦାବି ନେଇ ଅଂଚଳବାସି ମାନଙ୍କର ସାମ୍ବାଦିକ ସମ୍ମିଲନି l ଖଇରା ବ୍ଲକ ଡୁଙ୍ଗୁରା ଦୁର୍ଗାମଣ୍ଡପ ଠାରେ ଆଜି ଶୁକ୍ରବାର ସଂନ୍ଧ୍ୟା 6 ଘଟିକା ସମୟରେ 10 ଗୋଟି ପଂଚାୟତ ର ଲୋକ ପ୍ରତିନିଧି ମାନେ ଏକ ସାମ୍ବାଦିକ ସମ୍ମିଲନି କରିଥିଲେ l ରାଜ୍ୟ ସରକାର ନୂତନ ବ୍ଲକ ଓ ପଞ୍ଚାୟତ ଗଠନ ନେଇ ପକ୍ରିୟା ଆରମ୍ଭ କରିଥିବା ବେଳେ ଏଥିରେ ଡୁଙ୍ଗୁରା ପଂଚାୟତ ଙ୍କୁ ନୂତନ ବ୍ଲକ ଗଠନ କରିବା ନେଇ ଦାବି କରିଛନ୍ତି ଅଂଚଳବାସି ସମେତ ଲୋକ ପ୍ରତିନିଧି ମାନେ l ଯଦି ଦାବି ପୂରଣ ନହୁଏ ଆନ୍ଦୋଳନ କୁ ଉଲ୍ହାଇବା ନେଇ ଚେତାବନୀ ଦେଇଛନ୍ତି l
Read More News
T & CPrivacy PolicyContact Us