Download Now Banner

This browser does not support the video element.

କବିସୂର୍ଯ୍ୟନଗର: କୋଦଳା ରେ ବିଭିନ୍ନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

Kabisuryanagar, Ganjam | Sep 7, 2025
ଓଡିଶା ସରକାରଙ୍କ ଗୃହ ଓ ନଗର ଉର୍ନ୍ନୟନ ବିଭାଗ ପକ୍ଷରୁ କୋଦଳା ଏନ ଏ ସି ପାଇଁ ବିଭିନ୍ନ ପ୍ରକଳ୍ପର ମଞ୍ଜୁରୀ ପାଇଛି । ରବିବାର ଦିନ ଗୃହ ଓ ନଗର ଉର୍ନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ଗଞ୍ଜାମ ଗସ୍ତ କରି କୋଦଳା ଠାରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । କୋଦଳା ଏନ ଏ ସି ରେ ସାତ କୋଟି ଦୁଇ ଲକ୍ଷ ଟଙ୍କା ବ୍ୟୟ ରେ ଅତ୍ୟାଧୁନିକ ବଜାର ଗୃହ ଓ ଆଠ କୋଟି 71 ଲକ୍ଷ ଟଙ୍କା ବ୍ୟୟରେ ହଜ ଜଳାଶୟ ର ପୂନଃ ଉଦ୍ଧାର ଓ ସୌନ୍ଧର୍ଯ୍ୟକାରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ତାଙ୍କ ସହ ମନ୍ତ୍ରୀ ବିଧାୟକ ଜନପ୍ରତିନିଧି ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us