Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିରରେ କେକେଶୀ ରାକ୍ଷସକୁ ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ l

Puri M, Puri | Aug 30, 2025
ଶ୍ରୀମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣଙ୍କ ବାଲ୍ଯଲୀଳା । ଏହିଅବସରରେ ଆଜି କୈକେସୀ ରାକ୍ଷସକୁ ବଧ କରିବେ ଶ୍ରୀକୃଷ୍ଣ । କାଳିକାଦେବୀ ସାହି ପକ୍ଷରୁ ରାକ୍ଷସ ବଧ ନିମନ୍ତେ ପ୍ରସ୍ତାବ ଆସିବ। କୈକେସୀ ରାକ୍ଷସ, ଶ୍ରୀକୃଷ୍ଣ ଓ ବଳରାମ ବେଶଧାରୀ ଶ୍ରୀମନ୍ଦିରରେ ପହଞ୍ଚିବେ। ଠାକୁରଙ୍କ ସନ୍ଧ୍ୟାଧୂପ ସରିବାପରେ ଏହି ନୀତି ଅନୁଷ୍ଠିତ ହେବ । ଶ୍ରୀମଦନମୋହନ ନାଟମଣ୍ଡପ ଖଟଶେଯ ଉପରେ ବିଜେ ହେବା ପରେ କୈକେସୀ ରାକ୍ଷସ କୃଷ୍ଣଙ୍କୁ ମାରିବାକୁ ଉଦ୍ୟତ ହେବ । ଠାକୁରଙ୍କ ସହ ଲଢ଼ି ଶେଷରେ ମୃତ୍ୟୁବରଣ କରିବ ରାକ୍ଷସ ।
Read More News
T & CPrivacy PolicyContact Us