Install App
khordhapublick
This browser does not support the video element.
ଖୋର୍ଦ୍ଧା: ତହସିଲଦାରଙ୍କ କାର୍ଯ୍ୟାଳୟ ପାଲଟିଛି ଦୁର୍ନୀତିର ଗନ୍ତାଘର, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ କଲେ ଅତିରିକ୍ତ ଜିଲ୍ଲାପାଳ #jansamasya
Khordha, Khordha | May 19, 2025
ଖୋର୍ଦ୍ଧା ତହସିଲଦାର କାର୍ଯ୍ୟାଳୟରେ ଗ୍ରାମାଞ୍ଚଳରୁ ଜମିଜମା ସମସ୍ୟା ନେଇ ଆସୁଥିବା ଲୋକଙ୍କୁ ବିଭିନ୍ନ କାମ ନେଇ ଅର୍ଥ ଦାବି କାରାଯାଉ ଥିବା ପୁଳା ପୁଳା ଅଭିଯୋଗ ରହିଛି l ଏ ନେଇ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଆଜି ସମସ୍ତ ଦସ୍ତାବିଜ ଯାଞ୍ଚ କରିଛନ୍ତି lଏ ନେଇ ଆଜି ମଧ୍ୟାହ୍ନ ସମୟରେ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଜିଲ୍ଲାପାଳ l
Share
Read More News
T & C
Privacy Policy
Contact Us
Your browser does not support JavaScript!