Install App
usr09776087
This browser does not support the video element.
ଟିଟିଲାଗଡ: ତୁଷୁରା ଆହାର କେନ୍ଦ୍ରରେ ଅବ୍ୟବସ୍ଥା ଗରମରେ ଶିଝି ଝାଲ ରେ କରୁଛନ୍ତି ଭୋଜନ,ପ୍ରତିକ୍ରିୟା ଦେଲେ ଖାଇ ଆସିଥିବା ୩ ଜଣ
Titlagarh, Balangir | Apr 25, 2025
ବଲାଙ୍ଗୀର ଜିଲ୍ଲା ତୁଷୁରା ଆହାର କେନ୍ଦ୍ରରେ ବର୍ତ୍ତମାନ ଫେନ ଚାଲୁନଥିବାରୁ ଆହାର କେନ୍ଦ୍ରକୁ ଖାଇବାକୁ ଆସୁଥିବା ଲୋକେ ଗରମରେ ଶିଝି ଝାଲ ରେ ଭିଜି ଖାଉଛନ୍ତି। ଫଳରେ ଲୋକେ ଅସନ୍ତୋଷ କରି ତୁରନ୍ତ ଫେନ ର ବ୍ୟବସ୍ଥା କରିବାକୁ ଦାବି ହେଉଛି। ଆହାର କେନ୍ଦ୍ର କୁ ଖାଇବାକୁ ଆସିଥିବା ନରେନ୍ଦ୍ର ସୁନା,ପ୍ରଭାସି ନାଗ ଏବଂ ଅନ୍ୟଜଣେ ୨ ଟା ରେ ଦେଲେ ପ୍ରତିକ୍ରିୟା।
Share
Read More News
T & C
Privacy Policy
Contact Us
Your browser does not support JavaScript!