Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ବାସାଗୁଡା ଜଙ୍ଗଲରେ ତଲାସୀ ଅଭିଯାନ ବେଳେ ୬ଜଣ ମାଓବାଦୀଙ୍କୁ ଗିରଫ କଲେ ଜବାନ

Malkangiri, Malkangiri | Sep 3, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ବାସାଗୁଡା ଜଙ୍ଗଲରେ ମାଓ ଦମନ ନିମନ୍ତେ ଜବାନ ମାନେ ତଲାସୀ ଅଭିଯାନ କରିବାବେଳେ ଜବାନ ଙ୍କୁ ଦେଖି କିଛି ମହିଳା ଓ ପୁରୁଷ ଜଙ୍ଗଲ ମଧ୍ୟରେ ଲୁଚି ପଳାଉ ଥିଲେ। ଏହା ଦେଖି ଜବାନ ମାନେ ସେମନଙ୍କୁ କାବୁ କରି ପଚରା ଉଚରା ବେଳେ ସେମାନେ ମାଓବାଦୀ ବୋଲି ସ୍ବୀକାର କରିବା ପରେ ସେମନଙ୍କ ନିକଟରୁ ଜବାନ ମାନେ ବିସ୍ଫୋରକ ସାମଗ୍ରୀ ଜବତ କରି କୋର୍ଟ ଚାଲାଣ କରିଥିଲେ।
Read More News
T & CPrivacy PolicyContact Us