Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ସହ ସାମ୍ବାଦିକ ଙ୍କ ବିଭିର୍ନ ଦାବୀ ଫୁଲବାଣୀ ଠାରେ ଉପସ୍ଥାପନା କଲେ ରାଜ୍ୟ ସଭାପତି

Phulabani Town, Kandhamal | Sep 8, 2025
କନ୍ଧମାଳ ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ର ଢାଲ ହୋଇ ଠିଆ ହେବା ସହ ସାମ୍ବାଦିକ ଙ୍କ ପରିବାର କୁ ୧୦ ଲକ୍ଷ ଟଙ୍କା ର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ଆନ୍ତର୍ଜାତିକ ସାମ୍ବାଦିକ ସଂସ୍ଥା ଭଏସ ଅଫ ମିଡ଼ିଆ ର ରାଜ୍ୟ ସଭାପତି ଡ଼ଃ ପ୍ରଭାତ କୁମାର ମିଶ୍ର। ଆଜି ଏକ ଦିନିକିଆ ଫୁଲବାଣୀ ଗସ୍ତ କରି ଏଠାକାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଭେଟି ସାମ୍ବାଦିକତା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରି, ପ୍ରତି ସାମ୍ବାଦିକ ର ବାପା, ମା ଓ ପରିବାରକୁ ୧୦ ଲକ୍ଷ ଟଙ୍କା ର ସ୍ୱାସ୍ଥ୍ୟ ବୀମା ପାଇଁ ଦାବୀ କରିଥିଲେ.
Read More News
T & CPrivacy PolicyContact Us