Download Now Banner

This browser does not support the video element.

ବୀରମହାରାଜପୁର: ପାଲିଗାଁରେ ବର୍ଷା ପାଇଁ ଇନ୍ଦ୍ର ପୂଜା ଅନୁଷ୍ଠିତ, ଯୋଗଦେଲେ ବହୁ ଭକ୍ତ ତଥା ଶ୍ରଦ୍ଧାଳୁ

Biramaharajpur, Subarnapur (Sonepur) | Sep 4, 2025
: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ପଞ୍ଚାୟତର ପାଲିଗାଁ ରେ ଆଜି ବର୍ଷା ପାଇଁ ଇନ୍ଦ୍ର ପୂଜା ଅନୁଷ୍ଠିତ ହୋଇଯାଇଛି l ଗ୍ରମବସୀଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ପୂଜା ଅବସରରେ ଶହ ଶହ ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ଏକ ଘଣ୍ଟ ଘଣ୍ଟି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନର୍ସରୀ ବୁରି ପଡିଆକୁ ଯାଇଥିଲେ l ସେଠାରେ ପୂଜାର୍ଚ୍ଚନା ପରେ ଋଷି ଶୃଙ୍ଗ ମୁନିଙ୍କୁ ଶୋଭାଯାତ୍ରାରେ ଦଧି ବାମନ ମନ୍ଦିରକୁ ଆଣିଥିଲେ l ଏଠାରେ ପୂଜକ ବ୍ରଜ ବିହାରୀ ପଣ୍ଡା ଏବଂ ସୁଶାନ୍ତ ପାଢି ପୂଜାର୍ଚ୍ଚନା କ
Read More News
T & CPrivacy PolicyContact Us