This browser does not support the video element.
କୋଟପାଡ: ସାର ଦରକୁ ନେଇ ବୈପାରୀଗୁଡା ଲେମ୍ପସ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ପରିଚାଳନା ନିର୍ଦେଶକ ପ୍ରଦୀପ ମିଶ୍ର
Kotpad, Koraput | Sep 10, 2025
ସାର ଦରକୁ ନେଇ ବୈପାରୀଗୁଡା ଲେମ୍ପସ କାର୍ଯ୍ୟାଳୟରେ ବୁଧୁବାର ଅପରାହ୍ନ ୨ ଟା ସମୟରେ ପ୍ରତିକ୍ରିୟା ରଖିଲେ ପରିଚାଳନା ନିର୍ଦେଶକ ପ୍ରଦୀପ ମିଶ୍ର l ଚାଷୀଙ୍କୁ ଚଢ଼ା ଦରରେ ସାର ଦିଆଯାଉଛି ବୋଲି ଅଭିଯୋଗ ହୋଇଛି l ଚାଷୀଙ୍କୁ ପକେଟ ପିଛା 560 ଟଙ୍କା ଦେବାକୁ ପଡୁଛି ବୋଲି କହିଥିଲେ ଚାଷୀ l ଏନେଇ ଲେମ୍ପସ ପରିଚାଳନା ନିର୍ଦେଶକ ପ୍ରଦୀପ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି ଯେ, ଦୁଇ ହଜାର ଚାଷୀଙ୍କ ପାଇଁ ଆସିଛି 1300 ଶହ ସାର ପକେଟ l ସମସ୍ତ ଙ୍କୁ ସୁରୁଖୁରୁରେ ସାର ଯୋଗାଇବା ପାଇଁ ଚେଷ୍ଟା କରାଯାଉଛି l ସରକାରୀ ଦର ଅନୁଯାଇ ପକେଟ ପିଛା 280ଟଙ୍କା ଦରରେ ସାର ଦିଆ ଯାଉଛି l