Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦିନିକିଆ ବାରିପଦା ଗସ୍ତ; ପ୍ରଶାସନ ପକ୍ଷରୁ ରିଜର୍ଭ ପୋଲିସ ପଡିଆରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ

Baripada M, Mayurbhanj | Sep 5, 2025
ଶୁକ୍ରବାର ଦିନ ଦିନିକିଆ ବାରିପଦା ଗସ୍ତରେ ଓଡିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର। ସେ ଆଜି ଦିନ ପ୍ରାୟ ୨.୪୫ ଟାରେ ହେଲିକପ୍ଟର ଯୋଗେ ବାରିପଦାର ରିଜର୍ଭ ପୋଲିସ ପଡିଆ ଠାରେ ପହଁଚି ଥିଲେ। ତେବେ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ନେଇ ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us