This browser does not support the video element.
ଫୁଲବାଣୀ ସହର: କୁଏରମାଣ୍ଡୁ ଏବଂ ପାହିରାଜୁ ପଞ୍ଚାୟତ ରେ ନୁତନ ପଞ୍ଚାୟତ କାଯ୍ୟନିର୍ବା ଅଧିକାରୀ ଭାବରେ ଯଗ ଦେଲେ ଜୁଲିଲତା ସାହୁ
Phulabani Town, Kandhamal | Sep 13, 2025
ଫିରିଙ୍ଗିଆ ପଞ୍ଚାୟତ କାଯ୍ୟାଳୟ ଠାରେ କୁଏରମାଣ୍ଡୁ ଏବଂ ପାହିରାଜୁ ପଞ୍ଚାୟତରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଗତ ତିନି ମାସ ହେଲାଣି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁ ନାହାନ୍ତି। ଫଳରେ ଉଭୟ ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟ, ଭତ୍ତା ବଣ୍ଟନ ଆଦି ପ୍ରଭାବିତ ହେଉଛି। ଏହାର ପ୍ରତିବାଦରେ ଉଭୟ ପଞ୍ଚାୟତର ସରପଞ୍ଚ ଓ ଅଞ୍ଚଳବାସୀ ବିଡିଓ ଅନୁପ ଅଭିଷେକ ବେ ଭେଟି ତାଙ୍କୁ ଅନ୍ୟତ୍ର ବଦଳି ସହ ନୂତନ ନିର୍ବାହୀ ଅଧୁକାରୀ ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ପାହିରାଜୁ ସରପଞ୍ଚ କେଶବ କହଁର ଓ କୁଏରମାଣ୍ଡୁ ସରପଞ୍ଚ ମାଧବ କହଁରଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ୩ ମାସ ହେବ ଏହି ଦୁଇଟି ପ