Download Now Banner

This browser does not support the video element.

ଆନନ୍ଦପୁର: ମରେଇଗାଁ ନିକଟରେ ବ୍ରାଉନ ସୁଗାର ଚାଲାଣ ବେଳେ ମାଡ଼ିବସିଲା ପୁଲିସ

Anandapur, Kendujhar | Sep 18, 2025
କେନ୍ଦୁଝର ଜିଲ୍ଳା ନନ୍ଦିପଦା ପୋଲିସ୍ କୁ ମିଳିଛି ସଫଳତା। ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳର ଜଣେ ଯୁବକ ବ୍ରାଉନ ସୁଗର ଚାଲାଣ କରିବାକୁ ହାଟଡିହି ଆଡେ ଯାଉଥିବା ବେଳେ ଦିନ ୧୧ଟା ବେଳେ ମରେଇଗାଁ ପୋଲ ନିକଟରେ ନନ୍ଦିପଦା ପୋଲିସ ଉକ୍ତ ଯୁବକଙ୍କୁ ମାଡି ବସିଥିଲା। ତା ନିକଟରୁ ବ୍ରାଉନ ସୁଗାର ସହିତ ଏକ ବାଇକ୍ ମଧ୍ଯ ଜବଦ ହୋଇଛି।
Read More News
T & CPrivacy PolicyContact Us