Install App
parikhita02
This browser does not support the video element.
ଆଠମଲ୍ଲିକ: ଧାନ ଗଛ କୁ ନଷ୍ଟ କଲେ ହାତୀ , ଚାଷୀ ଚିନ୍ତାରେ, ରେଞ୍ଜ କାର୍ଯା ଳୟ ଠାରେ ଅଭିଯୋଗ କଲେ ଚାଷୀ ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା ଝାଟିକିବାହାଳ ,
Athmallik, Angul | Sep 7, 2025
କେଞ୍ଚୁଆନାଳି , ମଇମୁରା ଅଞ୍ଚଳ ରେ ଶନିବାର ରାତି ରେ ୫ରୁ ୭ ଟି ହାତୀ ପଲ ଆସି ବ୍ୟାପକ ଧାନ ଗଛ ନଷ୍ଟ କରିଦେଇଛନ୍ତି । ଚାଷୀ ମାନେ ଧାନ ଗଛ ରୁଇ ସାରିଥିବା ବେଳେ ହାତୀ ମାନେ ପଶି ବ୍ୟାପକ ଫସଲ ପାଦ ରେ ଦଳି ନଷ୍ଟ କରି ଦେଇଛନ୍ତି । ହାତୀ ମାନେ ନିକଟ ସ୍ଥ ଜଙ୍ଗଲ ରୁ ଗ୍ରାମାଭିମୁଖୀ ହୋଇ ଫସଲ ନଷ୍ଟ କରୁଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ହାତୀ ମାନେ ଆସି ଗ୍ରାମରେ ଫସଲ ନଷ୍ଟ କରୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି
Share
Read More News
T & C
Privacy Policy
Contact Us
Your browser does not support JavaScript!