This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ, ଯୋଗଦେଲେ ଜିଲ୍ଲାପାଳ
Baudh Sadar, Boudh (Bauda) | Sep 4, 2025
ବୌଦ୍ଧ ସହର ସ୍ତିତ ଯୋଗିନ୍ଦ୍ର ଦେବ ଉଚ ବିଦ୍ୟାଳୟ ପରିସରରେ ବସନ୍ତ ସୋସିଆଲ ଫାଉଣ୍ଡେସନ ପକ୍ଷରୁ ଗୁରୁଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଫାଉଣ୍ଡେସନ ର ଅଧ୍ୟକ୍ଷା ରାଜଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଲ୍ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାଏକ ଯୋଗ ଦେଇଥିଲେ