Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ବିରିଡ଼ି ବ୍ଳକ ଅନ୍ତର୍ଗତ ବସନ୍ତପୁର ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରଟି ସୋଚନୀୟ ଅବସ୍ଥା ଜାଣି ସ୍ଥିତି ପରଖିଲେ ସ୍ଥାନୀୟ ବିଧାୟକ
Jagatsinghapur, Jagatsinghpur | Sep 6, 2025
ବିରିଡ଼ି ବ୍ଳକ ଅନ୍ତର୍ଗତ ବସନ୍ତପୁର ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରଟି ସୋଚନୀୟ ଅବସ୍ଥା ଜାଣି ସ୍ଥିତି ପରଖିଲେ ସ୍ଥାନୀୟ ବିଧାୟକ ବିରିଡ଼ି ବ୍ଳକ ଅନ୍ତର୍ଗତ ବସନ୍ତପୁର ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରଟି ସୋଚନୀୟ ଅବସ୍ଥାରେ ପଡିରହିଛି ଅଳକା ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ବସ କୁ ଅପେକ୍ଷା କରିବାକୁ ବହୁତ୍ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ବିଶ୍ରାମଗାର ପୂନରାବୃତ୍ତି ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ କଥା ହେଲେ ତିର୍ତ୍ତୋଲ ବିଧାୟକ ଡ଼ ରମାକାନ୍ତ ଭୋଇ l
Share
Read More News
T & C
Privacy Policy
Contact Us
Your browser does not support JavaScript!