Download Now Banner

This browser does not support the video element.

ବଲାଙ୍ଗୀର: ପିପିରଡ଼ା ରୋଡ଼ ରେ ତୀବ୍ର ଗତି ଗାଡି ଚାଳନା ରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଗୁରୁତର ମେଡିକାଲ ରେ ଭର୍ତ୍ତି

Balangir, Balangir | Sep 2, 2025
ପିପିରଡା ରୋଡରେ ତିବ୍ରଗତି ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ସ ବଲାଙ୍ଗୀର ପିପିରଡ଼ା ରୋଡ ଉପରେ ତିବ୍ର ଗତିରେ ବାଇକ୍ ଚାଲାଉଥିବା ବେଳେ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କର ମୁହଁ ଓ ହାତରେ ଗୁରୁତର ଚୋଟ ଲାଗିଥିବା ଦେଖିବା କୁ ମିଳିଛି। ଦୁର୍ଘଟଣାଗ୍ରସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି, ଭୀମ ଭୋଇ ମେଡିକାଲ୍ କଲେଜ୍ ରେ ଭର୍ତ୍ତି କରାଯାଇଛି। ଆଜି ରାତି ୧୦ଟା ୩୦ମିନିଟ୍ ସମୟରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
Read More News
T & CPrivacy PolicyContact Us