ବାରିପଦା ମ୍ୟୁନିସିପାଲଟି: କମ ଦାମରେ ସାମଗ୍ରୀ ଯୋଗାଇବା ଆଳରେ ରାଇରଙ୍ଗପୁରର ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ, ସାଇବର ଥାନାରେ ଅଭିଯୋଗ